Download Now Banner

This browser does not support the video element.

ଲକ୍ଷ୍ମୀପୁର: କୋରାପୁଟ ଠାରେ ବିଜେଡି ଜିଲ୍ଲା ସଭାପତି ଓ ପୂର୍ବତନ ବିଧାୟକଙ୍କ ସହ ସହ ସାକ୍ଷାତ କଲେ ନାରାୟଣପାଟଣା ବ୍ଲକ ବିଜେଡି କର୍ମକର୍ତ୍ତା

Lakshmipur, Koraput | Sep 29, 2025
ବିଜୁ ଜନତା ଦଳର ଜିଲ୍ଲା ସଭାପତି ନେତା ପୂର୍ବତନ ସାଂସଦ ଝିନ ହିକକାଙ୍କ ମା ଙ୍କ ଦେହ ଅସୁସ୍ଥ ଥିବା ଖବର ଶୁଣି କୋରାପୁଟ ସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ହସ୍ପିଟାଲ୍ କୁ ନାରାୟଣପାଟଣା ବିଜୁ ଜନତା ଦଳର କର୍ମକର୍ତ୍ତାଗଣ ତାଙ୍କ ମାତାଙ୍କୁ ସାକ୍ଷାତ କରିବା ପରେ ଜିଲ୍ଲା ସଭାପତିଙ୍କ କୋରାପୁଟ ସ୍ଥିତ ବାସଭବନ ଠାରେ ସ୍ବାସ୍ଥ୍ୟବସ୍ଥା ବିଷୟରେ ଆଲୋଚନା କରିବା ସହ ସାଂଗଠନିକ ସମ୍ବନ୍ଧରେ କିଛି ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିବା ସୋମବାର ସଂଧ୍ଯା ୫ଟା ସମୟରେ ଦେଖିବାକୁ ମିଳିଛି। ଏହା ସହ ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭୂ ଜାନିଙ୍କୁ ମଧ୍ଯ ତାଙ୍କ ବାସଭବନ ଠାରେ ସାକ୍ଷାତ
Read More News
T & CPrivacy PolicyContact Us