Download Now Banner

This browser does not support the video element.

ଜଳେଶ୍ବର: ଜଳେଶ୍ୱର ନୂଆ ବଜାର ଅଞ୍ଚଳରେ ମୋବାଇଲ ଲୁଟେରାକୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

Jaleswar, Balasore | Sep 12, 2025
ମୋବାଇଲ ଲୁଟେରାକୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ,ଏଭଳି ଘଟଣା ଘଟିଛି ଆଜି ଜଳେଶ୍ଵର ଥାନା ନୂଆ ବଜାର ଅଞ୍ଚଳ ରେ, ସୁଚନା ଅନୁଯାୟୀ ସମରାୟ ମୁର୍ମୁ ନାମକ ଜଣେ ଯୁବକ ଗତ ବିଳମ୍ବିତ ରାତିରେ ନୂଆ ବଜାର ଅଞ୍ଚଳର ସନ୍ତୋଷ ରାଉତଙ୍କ ଘରେ ପଶି ଦୁଇଟି ମୋବାଇଲ ଚୋରି କରି ଜଳେଶ୍ଵର ଷ୍ଟେସନ ରୁ ଟ୍ରେନ ଯୋଗେ ଚମ୍ପଟ ମାରୁଥିବା ବେଳେ ଷ୍ଟେସନ ର ଜିଆରପି ସନ୍ଦେହ କରି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ମାତ୍ର ଗୋଟିଏ ମୋବାଇଲ ଛାଡ଼ି ଲୁଟେରା ମାନେ ଚମ୍ପଟ ମାରିଥିଲେ
Read More News
T & CPrivacy PolicyContact Us