Download Now Banner

This browser does not support the video element.

ଝରିଗାଁ: ରାମସା କ୍ଲଷ୍ଟରର ପାଲିଆ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିର ଅନୁଷ୍ଠିତ |

Jharigan, Nabarangpur | Jun 28, 2024
ରାମସା କ୍ଲଷ୍ଟରର ପାଲିଆ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ଆଜି ସିଆରସିସିଙ୍କ ମାର୍ଗଦର୍ଶନରେ ତଥା ପାଲିଆ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ଏବଂ ରାମସା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ମାନଙ୍କ କାର୍ଯ୍ୟ ଦକ୍ଷତା ମାଧ୍ୟମରେ ଏକ ବିଦ୍ୟାଳୟ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇ ଯାଇଛି ||ଉକ୍ତ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିରକୁ ସଫଳ କରିଥିଲେ |
Read More News
T & CPrivacy PolicyContact Us