This browser does not support the video element.
ରାଇରଙ୍ଗପୁର ସହର: ପୁରୁନଘାଟି ଦୋକାନ ସମ୍ନାରୁ ସାଇକଲ ଚୋରି
Rairangpur Town, Mayurbhanj | Sep 23, 2024
ପୋୖର ପରିଷଦ ଅଂଚଳ ପୁରୁଣାଘାଟି ର ଏକ ଦୋକାନ ସମ୍ମୁଖରେ ରବିବାର ଦିନ ସକାଳ ସମୟ ଛିଡା ହୋଇଥିବା ସାଇକଲ କୁ ଅଜଣା ଦୁର୍ବୃତ୍ତ ଚୋରି କରି ନେଇଥିଲେ। ଘଟଣା କୁ ନେଇ ଆଜି ସକାଳ ୧୦ ଟା ସମୟ ପୀଡିତ ବ୍ୟକ୍ତି ରାଇରଙ୍ଗପୁର ଟାଉନ ଥାନାରେ ସୂଚନା ଦେଇଥିବା ଜଣାପଡିଛି।