Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ମହିଳା ମେଡ଼ିସିନ ୱାର୍ଡ ରେ ରୋଗୀ ରାତିରେ ହନ୍ତସନ୍ତ l ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ l

Puri M, Puri | Aug 23, 2025
ମହିଳା ମେଡ଼ିସିନ ୱାର୍ଡରେ ରୋଗୀ ରାତିରେ ହନ୍ତସନ୍ତ l ବେଡ଼ ନଥିବାରୁ ରୋଗୀଙ୍କୁ ୱାର୍ଡର ବାହାରେ ଦିଆଯାଇଛି ସ୍ଥାନ l ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ରୋଗୀ ରାତିଯାକ ବାହାରେ ସୋଇଛନ୍ତି l ମଶା କାମୁଡି ରାତିରେ ସୋଇ ପାରିନାହାନ୍ତି ବୋଲି ରୋଗୀ ଅଭିଯୋଗ କରୁଛନ୍ତି l ହେଲେ ବେଡ଼ ନଥିବାରୁ ଏଭଳି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ l ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେଉଛି l
Read More News
T & CPrivacy PolicyContact Us