Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ନିଜ ଗ୍ରାମ ମେଣ୍ଟ୍ରି ଠାରେ ନୂଆଖାଇ ପାଳନ କଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ

Nabarangapur PS, Nabarangpur | Aug 28, 2025
ଜନଜାତି ବହୁଳ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ନୁଆଁଖାଇ ପରବ ଆନନ୍ଦ ଉଲ୍ଲାସର ପାଳିତ ହୁଏ। ଜନଜାତି ସମ୍ପ୍ରଦାୟ ନିଜ ନିଜ ପାରମ୍ପରିକ ରୀତିନୀତି ମୁତାବକ ନୁଆଁ ଖାଇ ପରବ ପାଳନ କରିଥାନ୍ତି। ଜନଜାତି ବର୍ଗ ବ୍ୟତୀତ ଅନ୍ୟ ଅଧିବାସୀ ମଧ୍ୟ ନୁଆଁଖାଇ ପର୍ବ ପାଳନ କରିଥାନ୍ତି। ପ୍ରତ୍ୟେକ ଗାଁରେ ଗ୍ରାମ ଦେବତୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଥାଏ। ଏହି ଅବସରରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ନିଜ ଗ୍ରାମ ମେଣ୍ଟ୍ରି ଠାରେ ନୂଆଖାଇ ପର୍ବ ପାଳନରେ ଯୋଗଦେଇ ନବାହାନ୍ନ ଗ୍ରହଣ କରିଥିଲେ l
Read More News
T & CPrivacy PolicyContact Us