Download Now Banner

This browser does not support the video element.

ଢେଙ୍କାନାଳ ସଦର: ସହରରେ ଗଣେଶ ପୂଜା ଓ ଭସାଣିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟି ସଭାପତିଙ୍କ ପ୍ରତିକ୍ରିୟା

Dhenkanal Sadar, Dhenkanal | Aug 26, 2025
ଆସନ୍ତା କାଲିଠାରୁ ଗଣପତି ବାବା ବିରାଜମାନ କରିବେ। ଢେଙ୍କାନାଳ ସହରରେ ୩୮ଟି କ୍ଲବ ପକ୍ଷରୁ ପୂଜା ଅନୁଷ୍ଠିତ ହେଉଛି । ଏଥିପାଇଁ ସମସ୍ତ ମଣ୍ଡପର କାର୍ଯ୍ୟ ସମାପ୍ତ ହୋଇଛିା ଆସନ୍ତା ୩ ତାରିଖରେ ମିଳିତ ଭାଷାଣୀ ଉତ୍ସବ ଅନୁଷ୍ଠିତ ହେବ ।ସହରରେ କେମିନ୍ତି ହେବ ଗଣେଶ ପୂଜା ଓ ଭାଷାଣୀ,ତାହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ମିଳିତ ଗଣେଶ ପୂଜା ସଭାପତି ମଙ୍ଗଳବାର ଅପରାହ୍ମ ୫ଟାରେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us