This browser does not support the video element.
ଗୋପାଳପୁର: ଖୋଡ଼ାସିଂ ଠାରେ ରାସ୍ତା ଓ ଡ୍ରେନ କାର୍ଯ୍ଯର ଶୁଭ ଦେଲେ ମେୟର
Gopalpur, Ganjam | Sep 2, 2025
ବ୍ରହ୍ମପୁର ଖୋଡାସିଙ୍ଗି ବଡ଼ସାହି ଠାରେ ରାସ୍ତା ଓ ଡ୍ରେନ କାମ ନିମନ୍ତେ ଶୁଭ ଦେଇଛନ୍ତି ମେୟର ସଂଘମିତ୍ରା ଦଳେଇ ।ମଂଗଳବାର ପୂର୍ବାହ୍ନରେ ମେୟରକଂ ସହ ଡେପୁଟି ମେୟର ଇ ବିବେକ ରେଡ୍ଡୀ,ସ୍ଥାନୀୟ ନେତୃତ୍ୱ ଏବଂ ଜନସାଧାରଣ ଉପସ୍ଥିତ ରହି ରାସ୍ତା ଓ ଡ୍ରେନ ର ଶୁଭ ଦିଆଯାଇଥିବା ସୂଚନା ମିଳିଛି।