Download Now Banner

This browser does not support the video element.

ଜୁନାଗଡ: ପାସବୁକରୁ ଟଙ୍କା ଗାଏବ, ସାଇବର ପୋଲିସ ର ଦ୍ୱାରସ୍ତ ହେଲେ ବଡ଼ଚେରଗାଁ ର ଜୋସେଫ ଶିଖା

Junagarh, Kalahandi | Aug 23, 2025
କେଗାଁ ଥାନା ବଡ଼ଚେରଗାଁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ ଆକାଉଣ୍ଟ ଥିବା ଜଣେ ଗ୍ରାହକ ଙ୍କ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଗତ ଅଗଷ୍ଟ ୧୧ ତାରିଖ ଦିନ ଜୋସେଫ ଶିଖା ଙ୍କ ଭାଇଙ୍କ ଆକାଉଣ୍ଟ ରୁ ୪୫୦୦ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତ ରେ ଜୋସେଫ ଶିଖା ଶାଖା ପରିଚାଳକ ଙ୍କୁ ଜଣାଇବା ସହିତ ଶନିବାର ସକାଳ ୧୧ ଟା ରେ ସାଇବର ଥାନାର ଦ୍ୱାରସ୍ତ ହୋଇ ଲିଖିତ ଏତଲା ଦେଇଛନ୍ତି।
Read More News
T & CPrivacy PolicyContact Us