Download Now Banner

This browser does not support the video element.

ଜଗତସିଂହପୁର: ତୀର୍ତ୍ତୋଲଥାନା ଓ ବଫାପୁର ଅଙ୍ଗନୱାଡ଼ିକେନ୍ଦ୍ର ଗ୍ରସ୍ତ କରି ପ୍ରତିକ୍ରିୟା ରଖିଲେ ଓଡିଶାରାଜ୍ୟ ଶିଶୁଶୁରକ୍ଷା ଆଯୋଗ ଚେୟାରମ୍ୟାନ ବବିତା ପାତ୍ର

Jagatsinghapur, Jagatsinghpur | Sep 11, 2025
ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଚେୟାରମ୍ୟାନ ବବିତା ପାତ୍ର ଆସି ତୀର୍ତ୍ତୋଲ ଅଞ୍ଚଳର କିଛି ସ୍ଥାନ ପରିଦର୍ଶନ କରିଛନ୍ତି । ଆଜି ଦିନ ୧ ଘଟିକା ସମୟରେ ତୀର୍ତ୍ତୋଲ ଥାନାର ମହିଳା ଓ ଶିଶୁ ଡେସ୍କ ସହ ବଫାପୁର ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ସେଠାରେ ପ୍ରତିକ୍ରିୟା ରଖିଥିଲେ
Read More News
T & CPrivacy PolicyContact Us