Download Now Banner

This browser does not support the video element.

ବୀରମହାରାଜପୁର: ଉଲୁଣ୍ଡା ସଦର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ , ଯୋଗଦେଲେ ବିଡ଼ିଓ

Biramaharajpur, Subarnapur (Sonepur) | Sep 1, 2025
ଉଲୁଣ୍ଡା ସଦର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଦିନ ପ୍ରାୟ 1ଟା ପର୍ଯ୍ୟନ୍ତ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ରଶ୍ମିତା ଭୋଇଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରକୁ ବିଡ଼ିଓ ଚିନ୍ମୟ ମହାନନ୍ଦ ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ l ଶିବିରରେ 7ଟି ଅଭିଯୋଗ ପଞ୍ଜୀକୃତ ହୋଇଥଲା l ସେଠୀ ମଧରୁ 5ଟି ବ୍ୟକ୍ତିଗତ ଏବଂ ଦୁଇଟି ସାମୁହିକ ଅଭିଯୋଗ ହୋଇଥିଲା l ଅନ୍ତ୍ମନଙ୍କ ମଧ୍ୟରେ ଏବିଡିଓ ଶୁଭ୍ରାଂଶୁ ଶେଖର ମଲ୍ଲିକ ମଞ୍ଚଷିଁ ନ ହୋଇଥିଲେ l ଶିବିରକୁ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l
Read More News
T & CPrivacy PolicyContact Us