Download Now Banner

This browser does not support the video element.

ଆଠମଲ୍ଲିକ: ବଇଣ୍ଡା ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ, ଯୋଗ ଦେଲେ ଭାଜପା ଜିଲ୍ଲା ଉପସଭାପତି ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ସ୍ଥିତ

Athmallik, Angul | Aug 31, 2025
ପଞ୍ଚାୟତ ପରିସରରେ ରବିବାର ଦିନ ଫ୍ରେଣ୍ଡସ କ୍ଳବ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିର ସକାଳ 10 ରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ରେ ସମାପ୍ତ ହୋଇଥିଲା lଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଜିଲ୍ଲା ଉପ ସଭାପତି ଅର୍ଜୁନ କୁମାର ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥି ଭାବରେ ନୁଁନୁକା ପଶି ସରପଞ୍ଚ ଦୀପ୍ତି ମୟୀ ସାହୁ, ଭାଜପା ଜିଲ୍ଲା ପୂର୍ବତନ ସଭାପତି ଦିଲେଶ୍ଵର ପ୍
Read More News
T & CPrivacy PolicyContact Us