This browser does not support the video element.
ବଲାଙ୍ଗୀର: ସଦେଇପାଲି ଠାରେ ନବ ଜ୍ୟୋତି କ୍ଲବ ଠାରେ ନୂଆଖାଇ ଭେଟ ଘାଟ ଉତ୍ସଵ ପାଳନ
Balangir, Balangir | Aug 30, 2025
ସଦାଇପାଲି ନବଜ୍ୟୋତି କ୍ଲବ ଠାରେ ଆଜି ରାତି 7ଟା ସମୟରେ ରେ ନୂଆଁଖାଇ ଭେଟଘାଟ ଉତ୍ସବ ପାଳନ ହୋଇଥିଲା । କ୍ଲବ ସଭାପତି ବାସୁଦେବ ମୁଗ୍ରୀ ସଭାପତିତ୍ୱ କରିଥିବା ଉତ୍ସବରେ ବୈୟଜ୍ୟେଷ୍ଠ ଅତିଥିମାନଙ୍କ ମଧ୍ୟରେ ଜହନଲାଲ ମୁଗ୍ରୀ, ଅର୍ଜୁନ ମୁଗ୍ରୀ, ସୁନାଧର ମୁଗ୍ରୀ ଓ କୃଷ୍ଣଚନ୍ଦ୍ର ରାୟ ମଂଚାସିନ ଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କନ୍ଦର୍ପ ରାୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ମେଟ୍ରିକ ଏବଂ ଯୁକ୍ତ ପରୀକ୍ଷାରେ ସଫଳ ସ୍ୱେତା ନାଗ, ଯୋଗେଶ୍ୱରୀ ମୁଗ୍ରୀ ଓ ଆଲୋକ ରାୟଙ୍କୁ ସମ୍ମାନିତ କରାଯାଇଥିଲା । ସନ୍ଧ୍ୟାରେ ସଂଗୀତ, ନୃତ୍ୟ, କୈତୁକ କ୍ରୀଡା ଆୟୋଜିତ ହୋଇଥିଲା । ଶେଷରେ କଳାକାରମାନ