This browser does not support the video element.
ବାଙ୍ଗିରିପୋଷି: ହଳଦିଆ ଠାରେ ବିଶ୍ଵ ହିନ୍ଦୁ ପରିଷଦ ର ବୈଠକ
Bangiriposi, Mayurbhanj | Jul 24, 2025
ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅଧୀନ ହଳଦିଆ ଠାରେ ଦିବା ୪ ଘଟିକା ସମୟରେ ବିଶ୍ଵ ହିନ୍ଦୁ ପରିଷଦ ମୟୂରଭଞ୍ଜ ଶାଖା ର ଏକ ବୈଠକ ଅନୁଷ୍ଟିତ ହେଇ ଯାଇଛି।ଏହି ବୈଠକ ରେ ଜିଲ୍ଲା ର ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିବା ବେଳେ,ସ୍ଥାନୀୟ ବିଶ୍ଵ ହିନ୍ଦୁ ପରିଷଦ ର ବହୁ କର୍ମୀ ଯୋଗ ଦେଇ ବିଭିନ୍ନ ଗୁରୁତ୍ଵ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।