This browser does not support the video element.
ବାଲିଗୁଡା: ଗୁଡରିପଡି ଗ୍ରାମରେ ଷ୍ଟେଚର ରେ ବୁହାହେଲେ ଗର୍ଭବତୀ ମହିଳା
Baliguda, Kandhamal | Sep 6, 2025
ଭରା ନଦୀରେ ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ,କନ୍ଧମାଳ ଜିଲ୍ଲା ରେ ପୁଣି ଜନନୀ ଯନ୍ତ୍ରଣା। ଗାଁ କୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ ସେବା।କନ୍ଧମାଳ ଜିଲ୍ଲାରେ ବର୍ଷା ଲାଗିରହିଥିବା ହେତୁ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।ଭରା ନଦୀରେ ବିପଦଶଙ୍କୁଳ ଭାବେ ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର ରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି ସ୍ଥାନୀୟ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଂଚାୟତ ର ଗୁଡରୀ ପଡ଼ି ଗାଁ କୁ ଆଜି ପର୍ଯ୍ୟନ୍ତ ଖଣ୍ଡିଏ ପକ୍କା ରାସ୍ତା ,ପୋଲ ନ