Install App
mishrasanuj
This browser does not support the video element.
ବଲାଙ୍ଗୀର: ଜିଲ୍ଲାରେ କୃଷି ମହାବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଲପାଳଙ୍କ କାର୍ଯ୍ୟଳୟ ସାମ୍ନା କଂଗ୍ରେସର ଦଳର ପ୍ରତିବାଦ ପ୍ରତିକ୍ରିୟା ରଖିଲେ ଛାତ୍ର ନେତା
Balangir, Balangir | Aug 26, 2025
ଜିଲ୍ଲାରେ କୃଷି ମହାବିଦ୍ୟାଳୟ ସ୍ଥାପନ କୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରାଗଲା । କଂଗ୍ରେସ ନେତାମାନେ କହିଛନ୍ତି — କୃଷିପ୍ରଧାନ ଜିଲ୍ଲା ହେବା ସତ୍ୱେ, କୃଷି ଶିକ୍ଷାର ସୁବିଧା ନଥିବାରୁ କୃଷକ ସନ୍ତାନମାନେ ବଞ୍ଚିତ ହେଉଛନ୍ତି । ସେମାନେ ଶୀଘ୍ର କୃଷି ମହାବିଦ୍ୟାଳୟ ସ୍ଥାପନ କରିବାକୁ ଦାବି କରି, ସତ୍ତାଧାରୀଙ୍କୁ ସଚେତ କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!