This browser does not support the video element.
ଜଗତସିଂହପୁର: ଜଗତସିଂହପୁର ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସତ୍ୟବ୍ରତ ମହାପାତ୍ରଙ୍କ ମାତୃ ବିୟୋଗ ଖବର ପାଇଁ ପହଂଚିଲେ ସ୍ଥାନୀୟ ବିଧାୟକ
Jagatsinghapur, Jagatsinghpur | Aug 22, 2025
ଜଗତସିଂହପୁର ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସତ୍ୟବ୍ରତ ମହାପାତ୍ରଙ୍କ ମାତୃ ବିୟୋଗ ଖବର ପାଇଁ ପହଂଚିଲେ ସ୍ଥାନୀୟ ବିଧାୟକ ଜଗତସିଂହପୁର ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସତ୍ୟବ୍ରତ ମହାପାତ୍ରଙ୍କ ମାତୃ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦାୟକ l ଆଜି ମାନ୍ୟବର ସାଂସଦ ଡଃ. ବିଭୂ ପ୍ରସାଦ ତରାଇଙ୍କ ସହିତ ଜଗତସିଂହପୁର ହାଟବଜାର ସ୍ଥିତ ଶ୍ରୀ ମହାପାତ୍ରଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଏହି ଦୁଃଖଦ ସମୟରେ ମହାପ୍ରଭୁ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ଓ ଅମର ଆତ୍ମାର ସଦଗତି କାମନା କରିଛନ୍ତି