Download Now Banner

This browser does not support the video element.

ପିପିଲି: ପୁବାଶାସନ ପଞ୍ଚାୟତ କାର୍ଯ‍୍ୟାଳୟରେ ବିଜେପିର ଶକ୍ତିକେନ୍ଦ୍ର ବୈଠକ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ

Pipili, Puri | Aug 24, 2025
ଆଜି ପୂର୍ବାହ୍ନ ୪ଟାରେ ପିପିଲି ବ୍ଲକ୍ ଅନ୍ତର୍ଗତ ପୁବାଶାସନ ପଂଚାୟତ ବିଜେପିର ଶକ୍ତିଜେନ୍ଦ୍ର ବୈଠକ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି। ବୈଠକରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ କିଭଳି ଅଧିକ ସଂଗଠିତ କରାଯାଇପାରିବ ସେ ନେଇ ଉପସ୍ଥିତ ଥିବା ଶକ୍ତିକେନ୍ଦ୍ର ପ୍ରମୁଖ ମାନଙ୍କୁ ପରାମର୍ଶ ଦେଇଥିଲେ।
Read More News
T & CPrivacy PolicyContact Us