Download Now Banner

This browser does not support the video element.

ଡାବୁଗାଁ: ଡାବୁଗାଁ ଠାରେ ଜାତୀୟ କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ

Dabugan, Nabarangpur | Sep 3, 2025
ଡାବୁଗାଁ ସଦର ମହକୁମା ସ୍ଥିତ ଗାନ୍ଧୀ ପାର୍କ ନିକଟରେ ଠାରେ ଜାତୀୟ କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହେଲା।ଏହି ବସରେ ଉପସ୍ଥିତି ଥିଲେ ଡାବୁଗାଁ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭୁଜବଳ ମାଝୀ, କଂଗ୍ରେସ ବ୍ଳକ ସଭାପତି ଜି ସାଇ ରାଜୁ, ପୂର୍ବତନ ଡାବୁଗାଁ ବ୍ଳକ ଅଧକ୍ଷ ବଂଶୀଧର ମାଝୀ, ବରିଷ୍ଟ କଂଗ୍ରେସ କର୍ମି ପ୍ରକାଶ ପଣ୍ଡା ସମେତ ଡାବୁଗାଁ ନିର୍ବାଚନ ମଣ୍ଡଳୀର ତିନି ସହ ରୁ ଉର୍ଦ୍ଧ କଂଗ୍ରେସ କର୍ମି। ଆଗାମୀ ଦିନରେ ଦଳକୁ କିପରି ମଜବୁତ କରା ଯିବ ସେ ବିଷୟରେ ଆଲଚନା ହେବା ସହ ସଂଗଠନ କୁ ସୁଦୃଢ କରିବା ପାଇଁ ବିଭିନ୍ନ କର୍ମକର୍ତା ମଧ୍ୟ ଚୟନ କରା ଗଲା
Read More News
T & CPrivacy PolicyContact Us