This browser does not support the video element.
ବଲାଙ୍ଗୀର: ରାଜେନ୍ଦ୍ର ପଡାର କୁନି ବିସ୍ମୟ ବାଳିକା ଅନଭିକା, ଅଢେ଼ଇ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ଜିଲ୍ଲା ପାଇଁ ଗୌରବ
Balangir, Balangir | Sep 2, 2025
ବଲାଙ୍ଗୀର ରାଜେନ୍ଦ୍ର ପଡାର କୁନି ବିସ୍ମୟ ବାଳିକା ଅନଭିକା ତ୍ରିପାଠୀ ମାତ୍ର ଅଢେ଼ଇ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇ ସାରା ଜିଲ୍ଲାକୁ ଗର୍ବିତ କରିଛନ୍ତି। ବିଚକ୍ଷଣ ବୁଦ୍ଧି ଓ ଅସାଧାରଣ ସ୍ମରଣଶକ୍ତି ବଳେ ସେ ବନ୍ୟପ୍ରାଣୀ, ସିଜନ, ମାସ, ଫଳ, ସବ୍ଜି, ଓଡ଼ିଆ-ହିନ୍ଦୀ ରାଇମ୍ସ ଓ ଗାୟତ୍ରୀ ମନ୍ତ୍ରକୁ ନିର୍ଭୁଲ ଭାବେ ପଢି ସବୁଙ୍କୁ ଆଶ୍ଚର୍ୟଚକିତ କରୁଛନ୍ତି। ଅନଭିକାଙ୍କୁ ମାଆଙ୍କର ନିରନ୍ତର ଗାଇଡ୍ଏନ୍ସ ଓ ଶିକ୍ଷା ଆଗକୁ ଭଲ ରାସ୍ତାରେ ନେଉଛି। ମାତ୍ର କୁନି ବୟସରେ ସେ ମୋବାଇଲ ପ୍ରତି ଆକର୍ଷିତ ନହୋଇ ଜ୍ଞାନ ପ୍ରତି ଧ୍ୟାନୀ ହୋଇଥିବ