Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ ରେ ମହ୍ଲାର କାର୍ଯ୍ୟକ୍ରମ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ,ଯୋଗ ଦେଲେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ

Phulabani Town, Kandhamal | Sep 7, 2025
ଫୁଲବାଣୀ ରେ ମହ୍ଲାର କାର୍ଯ୍ୟକ୍ରମ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଅଛି. ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହିଅଧିକାରୀ ଶମ୍ଭୁ ନାଥ ନନ୍ଦୀ, ଆଇଟି ଡ଼ି ଏ ଗଦାଧର ପାତ୍ର ଯୋଗ ଦେଇଥିଲେ.ଜିଲ୍ଲାର ବିଭିନ୍ନ ସ୍ଥାନରୁ ମେଧାବୀ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ସଂମାନିତ କରାଯାଇଥିଲା.
Read More News
T & CPrivacy PolicyContact Us