This browser does not support the video element.
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି NAC ପକ୍ଷରୁ ସହରର ବଜାର ଉପରେ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Digapahandi, Ganjam | Aug 30, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି NAC ପକ୍ଷରୁ ସହରର ବଜାର ଉପରେ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ସଚେତନ କାର୍ଯ୍ୟକ୍ରମ ଆଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ଦିଗପହଣ୍ଡି NAC ଦ୍ଵାରା ଏହା ଅନୁଷ୍ଠିତ ହୋଇଯାଇଛି । ସହରକୁ ସ୍ଵଛ ଓ ସୁନ୍ଦର ରଖିବା ଉଦ୍ଦେଶ୍ଯ ରେ ଏହି ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ନାଟକ ମାଧ୍ୟମ ରେ ସଚେତନ ସୃଷ୍ଟି କରାଯାଇଥିବାର ଦେଖିବାକୁ ମିଳିଛି ।