Download Now Banner

This browser does not support the video element.

ପାରଳାଖେମୁଣ୍ଡି: ପଶ୍ଚିମବଙ୍ଗ ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପାରଳାଖେମୁଣ୍ଡି ଯୁବକ ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

Paralakhemundi, Gajapati | Aug 19, 2024
ପଶ୍ଚିମବଙ୍ଗ ଡାକ୍ତରୀ ଛାତ୍ରୀ ଙ୍କୁ ନ୍ୟାୟ ଦେବା ପାଇଁ ପାରଳାଖେମୁଣ୍ଡି ଯୁବକ ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାଜ ନହର ଠାରେ ଆଜି ସନ୍ଧ୍ୟା ୬ଟା ବେଳେ ପଶ୍ଚିମବଙ୍ଗ ର ଡାକ୍ତରୀ ଛାତ୍ରୀ ଙ୍କୁ ନ୍ୟାୟ ଦେବା ପାଇଁ ପାରଳାଖେମୁଣ୍ଡି ଯୁବକ ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରଳା ଯୁବ ସଂଘ ର ସଭାପତି ରାକେଶ ସ୍ୱାଇଁ ଙ୍କ ନେତୃତ୍ଵରେ ବହୁ ଯୁବ ସମାଜ ଏକ କ୍ୟଣ୍ଡେଲ ଜାଳି ଶୋଭାଯାତ୍ରା ରେ ବାହାରିଥିଲେ ଏବଂ ନଗର ପରିକ୍ରମା କରିଥିଲେ । ପଶ୍ଚିମ ବଙ୍ଗର ଆର ଜି କର ମେଡ଼ିକାଲ କଲେଜ ର ଡାକ୍ତର ଛାତ୍ରୀଙ୍କ ସହ ହୋଇଥ
Read More News
T & CPrivacy PolicyContact Us