Install App
qhour
This browser does not support the video element.
କେ ନୂୂଆଗାଁ: ବାଲିଗୁଡ଼ା ପାଟ୍ଟଖଣ୍ଡା ମନ୍ଦିର କମିଟି ପୁଜା ମଣ୍ଡପ ଠାରେ ମାଁ ଗଜଲକ୍ଷ୍ମୀ ପୁଜା ଅନୁଷ୍ଠିତ, ବାଲିଗୁଡା ବର
Nuagaon, Kandhamal | Oct 16, 2024
ଆଜି ବୁଧବାର ସଂଧ୍ୟା ୭ ଟା ସମୟରେ ବାଲିଗୁଡ଼ା ପାଟ୍ଟଖଣ୍ଡା ମନ୍ଦିର କମିଟି ପୁଜା ମଣ୍ଡପ ଠାରେ ମାଁ ଗଜଲକ୍ଷ୍ମୀ ପୁଜା ଅନୁଷ୍ଠିତ, ବାଲିଗୁଡା ବରିଷ୍ଠ ସାମ୍ବାଦି ଜିତୁ ସାବତ କର୍ତ୍ତା ଭାବରେ ବସିଥିବା ବେଳେ , କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଛନ୍ତି ପୁଜା ପାଠ କାର୍ଯ୍ୟକ୍ରମ ଦିର୍ଘ ୫ ଚାଲିବ ବୋଲି ପଣ୍ଡିତ ମାନେ ସୁଚନା ଦେଇଛନ୍ତି ।।
Share
Read More News
T & C
Privacy Policy
Contact Us
Your browser does not support JavaScript!