This browser does not support the video element.
ବୌଦ୍ଧ ସଦର: ଜିଲ୍ଲାଅବକାରୀ ମୋବଇ ସ୍କ୍ୱାର୍ଡର ଇଚ୍ଛାପୁର,ଟୁଟୁସିଙ୍ଗା ଓ କୁଡାସାହିରେ ବେଆନମଦ କାରବାର ନେଇଚଢ଼ାଉ ୩ଗିରଫ ଓ ବାଇକ ଜବତକରି ଅଦାଲତର ଦ୍ଵାସସ୍ତ
Baudh Sadar, Boudh (Bauda) | Sep 10, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ବୌଦ୍ଧ ଜିଲ୍ଲା ଅବକାରୀ ମୋବଇଲ ସ୍କ୍ୱାର୍ଡର ଏକ ଟିମ, ବୌଦ୍ଧ ଥାନା ଅଞ୍ଚଳରେ ଚାଲିଥିବା ବେଆନ ମଦ କାରବାର ଉପରେ ଚଢ଼ାଉ ନେଇ l ଆଜି ପାଖାପାଖି ସକାଳ ୧୦ଟା ସମୟରେ ଅଭିଯାନ ଆରମ୍ଭ କରିଥିଲେ l ପ୍ରଥମେ ବୌଦ୍ଧ ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମ ରାସ୍ତାରେ ବେଆନ ମହୁଲି ମଦ କାରବାର ନେଇ ଚଢ଼ାଉ କରିଥିଲା l ଦ୍ୱିତୀୟରେ ଟୁଟୁଶିଗା ଓ ତୃତୀୟ ମଥୁରା କୁଦାସାହିରେ ଚଢ଼ାଉ ଲାରି ବେଆଇନ ମହୁଲି ମଦ ସାହି ୩ଜଣକୁ ଗିରଫ ବାଇକକୁ ଜବତ କରି ଅଦାଲତର ଦ୍ୱାରସ୍ତ