This browser does not support the video element.
ସୋନପୁର: ପଟାଭାଡ଼ି କୋଲ ପଡ଼ା ଠାରେ ଥିବା ଗୋଶାଳା କୁ ପରିଦର୍ଶନ କଲେ ଜିଲ୍ଲାପାଳ
Sonapur, Subarnapur (Sonepur) | Aug 24, 2025
ସହର ରେ ବୁଲା ଗାଈ ଗୋରୁ ଙ୍କ ପ୍ରାଦୁର୍ଭାବ ରୁ ଲୋକ ଙ୍କୁ ସୁରକ୍ଷା ଦେବାକୁ ପୌର ପ୍ରଶାସନ ପକ୍ଷରୁ ଗାଈ ଗୋରୁ ଙ୍କୁ ଧରିବାକୁ ପ୍ରାଣୀ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଏ ବିଭାଗ ର ପ୍ରଥମ କର୍ତ୍ତବ୍ୟ ଅଟେ l କିନ୍ତୁ ସୋନପୁର ସହର ରେ ଏହାର ପୁରା ବ୍ୟତିକ୍ରମ ଦେଖି ବାକୁ ମିଳିଛି l ଯା ଫଳରେ କି ବିଚ୍ ରାସ୍ତାରେ ବୁଲା ଷଣ୍ଢ ଓ ଗାଇ,ଗରୁ ଙ୍କ ଉତ୍ପାତ ଯୋଗୁଁ ଲୋକେ ଅନେକ ଦୁର୍ଘଟଣା ର ଶିକାର ହୋଇ ଧନ ଜୀବନ ନଷ୍ଟ ହେବା ଅନେକ ନଜିର୍ ମଧ୍ୟ ଅଛି l ତେବେ ପଟାଭାଡ଼ି କୋଲ ପଡ଼ା ଠାରେ ଗତ ମେ ମାସ ରେ ଗୋପାଲ୍ଜୀ ଗୋ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୁଲା ଗାଇ ଗୋରୁ ଙ୍କୁ