Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଉତ୍ତର ଦ୍ୱାର ଠାରେ ପିଣ୍ଡଦାନ କରୁଥିବା ବ୍ରାହ୍ମଣଙ୍କ ଅସୁବିଧାକୁ ଦେଖି ସରକାରଙ୍କୁ ଅନୁରୋଧ କଲେ ପୁରୀ ବାସି l

Puri M, Puri | Sep 8, 2025
ଚାରି ଧାମ ଭିତରୁ ଶ୍ରେଷ୍ଠ ଧାମ ଜଗନ୍ନାଥ ଧାମ l ପ୍ରତ୍ୟକ ଦିନ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଆସିଥାନ୍ତି ମହାପ୍ରଭୁ ଙ୍କ ଦର୍ଶନ ପାଇଁ l ହେଲେ ଉତ୍ତର ଦ୍ୱାର ପାଖରେ ପିଣ୍ଡ ଦାନ କରୁଥିବା ବ୍ରାହ୍ମଣ ଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବ୍ରାହ୍ମଣ ଅସନ୍ତୋଷ l
Read More News
T & CPrivacy PolicyContact Us