Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସାମ୍ବାଦିକ ପ୍ରକୋଷ୍ଠ ରେ ସ୍ୱର୍ଗତ ସଲମନ୍ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Baleshwar M, Balasore | Sep 6, 2025
ବାଲେଶ୍ବର ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସାମ୍ବାଦିକ ପ୍ରକୋଷ୍ଠ ରେ ସ୍ବର୍ଗତ ସଲମନ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ବହୁ କମିଟି ସଦସ୍ୟ ଉପସ୍ଥିତ ରହିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଶନିବାର ଦିନ ୩:୩୦ରେ ସମାପନ କରାଯାଇଥିଲା।
Read More News
T & CPrivacy PolicyContact Us