This browser does not support the video element.
ଟିଟିଲାଗଡ: ତୁଷୁରା ରେ ଲୋକେ ପାଉ ନାହାନ୍ତି ପାଣି ଅଭିଯୋଗ କଲେ ଯନ୍ତ୍ରୀ ଦେଖାଉଛନ୍ତି ନାଲୀ ଆଖି, ପ୍ରତିକ୍ରିୟା ଦେଲେ ୨ ଜଣ ଅଭିଯୋଗ କାରି# jansamasya
Titlagarh, Balangir | Apr 25, 2025
ଗ୍ରୀଷ୍ମ ର ତାତି ଯେତେ ବଢ଼ୁଛି ଜଳ କଷ୍ଟ ମଧ୍ଯ ସେତେ ପରିମାଣ ରେ ବଢ଼ୁଛି। ଗ୍ରାମାଞ୍ଚଳ ଲୋକେ ପୋଖରୀ ପାଣିକୁ ବ୍ୟବହାର କରୁଥିବା ବେଳେ ସହରାଞ୍ଚଳ ରେ ତାର ଓଲଟା ଦେଖିବା କୁ ମିଳିଛି। ସେହିପରି ତୁଷୁରା ସହରରେ ପାଣି ଜଳ ଯୋଗାଣ ବିଭାଗ ଦେଉନଥିବାରୁ ଆଜି ତୁଷୁରା ଏନଏସି ର ଶମ୍ଭୁ ତରିଆ ଏବଂ ବ୍ରଜ ବେହେରା ଅଭିଯୋଗ କରିବାକୁ ଜଳ ଯୋଗାଣ ବିଭାଗକୁ ଯାଇଥିଲେ।ଯନ୍ତ୍ରୀ ଶ୍ରୀ ତରିଆ ଙ୍କୁ ଅପ ବ୍ୟବହାର କରିବାରୁ ତୁଷୁରା ସାମ୍ବାଦିକ ମାନଙ୍କୁ ଡାକିଥିଲେ। ସାମ୍ବାଦିକ ଙ୍କୁ ମଧ୍ୟ ଜେଇ ନାଳି ଆଖି ଦେଖାଇ ଅପ ବ୍ୟବହାର କରିଥିଲେ। ୧ ଟା ରେପ୍ରତିକ୍ରିୟା ଦେଲେ ୨ ଜଣ ଅଭିଯୋଗ କାରି ଶମ୍ଭୁ ଓ ବ୍ରଜ।