Download Now Banner

This browser does not support the video element.

ବଲାଙ୍ଗୀର: କଣ୍ଟାବାଞ୍ଜି ଅଞ୍ଚଳ ରେ ଦୁର୍ଘଟଣାରେ ଗୁରୁତର ବ୍ୟକ୍ତି ବୁର୍ଲା ସ୍ଥାନାନ୍ତରିତ

Balangir, Balangir | Aug 28, 2025
କଣ୍ଟାବାଞ୍ଜି ଅଞ୍ଚଳରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ସୁରେଶ ବାଗଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ପ୍ରଥମେ ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। କିନ୍ତୁ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଆଜି ରାତି ୯ଟା ସମୟରେ ମିଳିଛି।
Read More News
T & CPrivacy PolicyContact Us