Download Now Banner

This browser does not support the video element.

ରାଇଘର: 11 kv ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ଜଣେ ଗୁରୁତର

Raighar, Nabarangpur | Sep 30, 2025
ରାଇଘର ବ୍ଲକ ସଦର ମହକୁମା କୋଦଭଟ୍ଟା ସାହିର ପୁରୁଣା ଥାନା ପାଖ ଗୁରୁସିଙ୍ଗା dnk ଗ୍ରାମ ର ରାଜ କୁମାର ନସ୍କର ଜାଗା କିଣି ଘର ବନଉଥିବା ବେଳେ ଆଜି ସେଠି ଛାତ ପଡୁଥିଲା .ସେଠି କାମ କରୁଥିବା ଶ୍ରମିକ ମାନଙ୍କ ଦେହରେ 11 kv ବିଦ୍ୟୁତ ତାର ଲାଗିବା ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି .ମୃତ ଶ୍ରମିକ ସରଗୁଲି ସାଲେଭାଟା ଗ୍ରାମର ବାବୁଲାଲ ଗଣ୍ଡ ଓ ଆହତ ହୋଇଥିବା ଶ୍ରମିକ ସରଗୁଲି dnk ଗ୍ରାମର ବିଶ୍ୱଜିତ ମଣ୍ଡଳ,ଆହତ ହୋଇଥିବା ବିଶ୍ୱ ଜିତ ଙ୍କ ରାଇଘର ମେଡିକାଲ ରେ ଚିକିତ୍ସା ହେଉ ଥିବାବେଳେ ମୃତ୍ୟୁ ବରଣ କରିଥିବା ବାବୁଲାଲ ଙ୍କ ଶବ ବ୍ୟାବଚ୍ଛେଦ ପରେ ପରିବାର କୁ ହସ୍ତାନ
Read More News
T & CPrivacy PolicyContact Us