Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲାରେ ସାର କଳା ବଜାରୀ ବିରୋଧରେ ଆପ୍‌ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର କରି ରଖିଲେ ପ୍ରତିକ୍ରିୟା

Balangir, Balangir | Sep 5, 2025
ବଲାଙ୍ଗୀର ଜିଲ୍ଲାରେ ସାର କଳା ବଜାରୀକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଗଲା । ଏହି ସମୟରେ ପାର୍ଟିର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ପ୍ରତିକ୍ରିୟା ରଖି କହିଲେ, କୃଷକମାନେ ସାର ଅଭାବରେ ଦୁର୍ଭୋଗରେ ପଡ଼ୁଛନ୍ତି, ଯାହାକୁ ତୁରନ୍ତ ଦୂର କରିବା ପାଇଁ ପ୍ରଶାସନ ସଜାଗ ହେବା ଆବଶ୍ୟକ।
Read More News
T & CPrivacy PolicyContact Us