This browser does not support the video element.
ପାଟକୁରା: ଗରଦପୁର ଠାରେ ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗଦାନ
Patkura, Kendrapara | Apr 13, 2024
ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ଠାରେ ଆଜି ଅପରାହ୍ନ ୩ଘଟିକା ସମୟରେ ଶତାଧିକ ବିଜେଡି କର୍ମୀ ବିଜେଡି ଦଳ ଛାଡି ବିଜେପିରେ ଯୋଗଦେଇଥିବା ସୂଚନା। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ତେଜେଶ୍ଵର ପରିଡ଼ା ଏବଂ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଙ୍କ ଉପସ୍ଥିତି ରେ ସାମିଲ ହୋଇଥିବା ସୂଚନା।