Download Now Banner

This browser does not support the video element.

ଦଶପଲ୍ଲା: ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡରେ ଜଳ ସଙ୍କଟ, ଗରା ଓ ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

Dasapalla, Nayagarh | Apr 23, 2024
ଦଶପଲ୍ଲା ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡରେ ଜଳାଭାବ ସମସ୍ୟାକୁ ନେଇ ଆଜି ଅପରାହ୍ନଏ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁଆର ମୁହଁକୁ ପାଇପ ସଂଯୋଗ କରାଯାଇଥିଲେ ମଧ୍ଯ ଜଳ ଯୋଗାଣ ହେଉନଥିବାରୁ ପ୍ରତିବାଦ କରି ୱାର୍ଡର ବହୁ ମହିଳା ମାନେ ଗରା ବାଲଟି ଧରି ଏକତ୍ରିତ ହୋଇ ମୁଖ୍ୟ ରାସ୍ତା ଉପରେ ପ୍ରତିବାଦ ଜଣାଇଥିଲେ। ୨୪ ଘଣ୍ଟା ମଧ୍ୟରେ ଜଳ ଯୋଗାଣ କରାନଗଲେ ଆନ୍ଦୋଳନ ଜୋରଦାର କରିବେ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି।
Read More News
T & CPrivacy PolicyContact Us