Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ସୀମାନ୍ତ ଗାଙ୍ଗଲୁର ଅଞ୍ଚଳରେ ଅସ୍ଥାୟୀ ଝୁଲା ପୋଲ ତିଆରି କଲେ ସିଆରପିଏଫ ଯବାନ

Malkangiri, Malkangiri | Sep 3, 2025
ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଗାଙ୍ଗଲୁର ଅଞ୍ଚଳରେ ଅସ୍ଥାୟୀ ଝୁଲା ପୋଲ ତିଆରି କରିଛନ୍ତି ସିଆରପିଏଫ ଯବାନ। ପାଲନା ଠାରୁ ତୋଡ଼ଗାଁ କୁ ଏହି ରାସ୍ତା ସଂଯୋଗ କରୁଥିବା ମାଟି ରାସ୍ତା ଉପରେ ବଡ଼ ନାଳ ଥିବା ବେଳେ ବର୍ଷାରେ ପାଣି ଭର୍ତ୍ତି ହେଉଥିବାରୁ ଏହି ଅସ୍ଥାୟୀ ଝୁଲା ପୋଲ ତିଆରି କରାଯାଇଛି। ବର୍ତ୍ତମାନ ଲୋକେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us