Download Now Banner

This browser does not support the video element.

ଲକ୍ଷ୍ମୀପୁର: ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଚଳଚଞ୍ଚଳ ଲକ୍ଷ୍ମୀପୁର,ଆଲୋକ ମାଳାରେ ସୁସଜିତ କରାଯିବା ସହ ଚାଲିଛି ମା ଦୁର୍ଗାଙ୍କ ପୂଜା

Lakshmipur, Koraput | Sep 30, 2025
ଶାରଦୀୟ ନବରାତ୍ରୀ ପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସବର ବାତାବରଣ ଦେଖାଯାଇଛି। ଦେବୀପୀଠଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ରହୁଛି। ଶାରଦୀୟ ଦୁର୍ଗାପୂଜା ଜାରି ରହିଛି।ତନ୍ତ୍ର ମନ୍ତ୍ର ଓ ଚଣ୍ଡୀ ପାଠ ରେ ଉଛୁଳୁଛି ଲକ୍ଷ୍ମୀପୁର ପୂଜା ମଣ୍ଡପ ।ଏହି ପୂଜା ଅବସରରେ ଲକ୍ଷ୍ମୀପୁର ସଦର ମହକୁମା ରେ ଲକ୍ଷ୍ମୀପୁର କୁ ଆଲୋକ ମାଳାରେ ସୁସଜିତ କରାଯିବା ସହ ସୁନ୍ଦର ତୋରଣ ନିର୍ମାଣ କରାଯାଇଥିବା ମଙ୍ଗଳବାର ରାତି ୮ଟା ସମୟରେ ଦେଖିବାକୁ ମିଳିଛି। ମଣ୍ଡପ ରେ ମା ଦୁର୍ଗା ଙ୍କ ସମେତ ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଓ କାର୍ତିକ ଙ୍କ ସହ ଦୁଇ ସଖି ପୂଜା ପାଉଛନ୍ତି।
Read More News
T & CPrivacy PolicyContact Us