This browser does not support the video element.
ଆନନ୍ଦପୁର: କୁଆଡ଼ ଗ୍ରାମକୁ ନାହିଁ ସବୁଦିନିଆ ରାସ୍ତା, ଧାନତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ #jansamasya
Anandapur, Kendujhar | Aug 24, 2025
ସ୍ବାଧୀନତାର ୭୯ବର୍ଷ ପରେବି ଗାଁକୁ ନାହିଁ ସବୁଦିନିଆ ରାସ୍ତା। ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହି ଗାଁର ଅଧିବାସୀ ମାନଙ୍କ ପାଇଁ ବିକାଶ ସ୍ଵପ୍ନ ପାଲଟି ଯାଇଛି। ଏପରି ସମସ୍ୟା ଦେଖିବାକୁ ମିଳିଛି ଅନନ୍ଦପୁର ଉପଖଣ୍ଡ କୁଆଡ଼ ଗ୍ରାମରେ। ରାସ୍ତା ନଥିବାରୁ ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏନେଇ ଆଜି ଅପରାହ୍ଣ ୪ଟା ଧାନ ରୋଇ ବେଳେ ପ୍ରତିବାଦ କରିଛନ୍ତି।