Download Now Banner

This browser does not support the video element.

ମହାକାଳପଡା: ଗୋବିନ୍ଦପୁର ଗ୍ରାମରେ ଅନୁଷ୍ଠିତ ଅଷ୍ଟମ ପ୍ରହରୀ ନାମଯଜ୍ଞରେ ମନ୍ତ୍ରୀ ଙ୍କ ଯୋଗଦାନ

Mahakalapada, Kendrapara | Apr 17, 2024
ମହାକାଳପଡା ନିର୍ବାଚନ ମଣ୍ଡଳୀର ରାଜଗଡ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ଅନୁଷ୍ଠିତ ଅଷ୍ଟମ ପ୍ରହରୀ ନାମଯଜ୍ଞରେ ମଙ୍ଗଳବାର ରାତି ୮ଟା ସମୟରେ ଯୋଗଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ। ଗ୍ରାମବାସୀ ମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ। ଏବଂ ଗ୍ରାମର ଉନ୍ନତିକରଣ ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିବା ସୂଚନା।
Read More News
T & CPrivacy PolicyContact Us