Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଗୋପାଳପୁରରୁ ଘରୁ କେଉଁଆଡେ ଚାଲିଯାଇ ଥିବା ପିଲାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କଲେ ମେରାଇନ ଥାନା ପୋଲିସ l
Puri M, Puri | Oct 6, 2025
ସୋମବାର ଦିନ ସକାଳୁ ସକାଳୁ ପୁରୀ ଗୋପାଳ ପୂରରୁ ଜଣେ ପିଲା ଘରୁ ରାଗିକି କେଉଁଆଡେ ଚାଲି ଯାଇ ଥିଲେ l ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ୍ୟ ତାଙ୍କର କୌଣସି ପତା ମିଳିନଥିଲା l ଏନେଇ ପରିବାର ଲୋକେ ମେରାଇନ ଥାନା ପୋଲିସ ରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନ ଖୋଜି ପିଲା ଟିକୁ ଉଦ୍ଧାର କରିଥିଲେ l ଆଜି ମେରାଇନ ଥାନା ପୋଲିସ ପିଲା ଟିକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!