Download Now Banner

This browser does not support the video element.

ବୌଦ୍ଧ ସଦର: କାଦପଦର୍ ଗ୍ରାମରେ ଥିବା ଦେବତ୍ବ ଜମିର ଧାନ ବିକ୍ରୟ କରିବା ପାଇଁ ପଞ୍ଜିକରଣ ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

Baudh Sadar, Boudh (Bauda) | Aug 21, 2025
ବୌଦ୍ଧ ବ୍ଳକ୍ ରକସା ଗ୍ରା.ପ ର ଅନ୍ତରର୍ଗତ କାଦପଦର ଗ୍ରାମର ଦଧିବାମନ ମହାପ୍ରଭୁଙ୍କ ପୁଜା ତାଙ୍କର ପୁର୍ବ ପୁରୁଷ ମାନେ କରି ଆସୁଥିଲେ । ଶ୍ରୀ ନିରଞ୍ଜନ ମିଶ୍ର ,କୌସ୍ତୁଭ ମିଶ୍ର , ଅକ୍ଷୟ ମିଶ୍ର ଏମାନେ ତିନି ଜଣ ସୁଚାରୁରୂପେ ପୁଜା କରି ଆସୁଥିଲେ । କିନ୍ତୁ ୨୦୦୭ ମସିହା ରେ ଫାଲ୍ଗୁନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅକ୍ଷୟ ମିଶ୍ରଙ୍କ ପୂଜାପାଳି କାର୍ଯ୍ୟ ସମ୍ପୁର୍ଣ ହେଇଥିବା ବେଳେ ଚୈତ୍ର ପ୍ରତିପତା ଠାରୁ ନିରଞ୍ଜନ ମିଶ୍ରଙ୍କ ପୁଜା ପାଳି ଆରମ୍ଭ ହୋଇଥାଏ । କିନ୍ତୁ ପ୍ରଭୂଙ୍କ ପୁଜା କାର୍ଯ୍ୟରେ ଆସିଲେ ନାହିଁ
Read More News
T & CPrivacy PolicyContact Us