This browser does not support the video element.
ଜୟପୁର: ଭାଟି ମଦ ଚାଲାଣ ବେଳେ ବାଙ୍କବିଜାରେ ଜୟପୁର ଅବକାରୀ ଥାନାର ଚଢ଼ାଉ, ଜଣେ ଗିରଫ
Jeypore, Koraput | Sep 13, 2025
ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବାଙ୍କବିଜାର ଦୈତାରି ପରଜା । ସୁଚନା ଅନୁଯାଇ ଭାଟି ମଦ ଚାଲାଣ କରୁଥିବା ସୁଚନା ପାଇ ଅବକାରି ଥାନା ବାଙ୍କବିଜା ରାସ୍ତାରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରି ତା ଠାରୁ ୮. ୮ ଶହ ଲିଟର ଭାଟି ମଦ ଜବତ କରିଛି । ଗିରଫ ଅଭିଯୁକ୍ତ କୁ ଆଜି ସଂନ୍ଧ୍ୟା ୭ଟା ୩୦ ମିନି ସମୟରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତ l