Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ମହା ଆଡମ୍ବରରେ ପାଳିତ

Bhadrak Rural, Bhadrak | Aug 27, 2025
ଭଦ୍ରକ ଜିଲ୍ଲା ରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ମହାଆଡମ୍ବରରେ ପାଳିତ ହୋଇଛି। ଭଦ୍ରକ ଚରମ୍ପା ଗଣେଶ ମଣ୍ଡପରେ ଅନୁଷ୍ଠିତ ପୂଜା ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ଯୋଗଦେଇ ଥିବା ବେଳେ ଚାନ୍ଦବାଲି ରେ ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ଗଣପତି ବାବା। ମହାଆଡମ୍ବରରେ ପାଳିତ ହେଉଛି ପୂଜା। ଚଳିତ ବର୍ଷ ଚରମ୍ପା ଗଣପତି ବାବା ଙ୍କ ପୂଜା କୁ ୭୧ ତମ ବର୍ଷ ହୋଇଥିବା ସୂଚନା ମିଳିଛି।ଆଜି ଦିନ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us