Download Now Banner

This browser does not support the video element.

ସଦର: କାଲୋପଲା ଠାରେ ସଡ଼କ ଦୁର୍ଘଟଣାରେ ଯୁବକ,ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି

Sadar, Kalahandi | Sep 13, 2025
ସଡକ ଦୁର୍ଘଟଣା ଜଣେ ମୃତ ,ବାଇକ୍ କୁ ପିଟିଲା ପରିବା ବୋଝେଇ ପିକ୍ଅପ୍ ମୃତ୍ୟୁ ବ୍ୟକ୍ତି ହରିଶଙ୍କର ମାଝୀ ଗ୍ରାମ ଧନେର l ସେ ଭବାନୀପାଟଣା ସ୍ଥିତ ଡୁମାଲ ଗାଁ ବନ୍ଧୁ ଘରକୁ ଯାଇ ଫେରୁଥିବା ବେଳେ ପରିବା ବୋଝେଇ ପିକ୍ଅପ୍ ଧକ୍କାରେ ତଳେ ପଡି ଯାଇଥିଲେ, ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଜାଇଥିଲା, ସେଠାରେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ଖବର ପାଇ ପରିବାର ଲୋକେ ଜାତୀୟ ରାଜପଥ ୨୬ କାଲୋପଲା ଠାରେ ରାସ୍ତା ଅବରୋଧ କରିଛନ୍ତି। ତେବେ ଏନେଇ ଆଜି ରାତି 10 ଟା 10 ସମୟରେ ଜଣାଯାଇଛି
Read More News
T & CPrivacy PolicyContact Us