This browser does not support the video element.
ଝାରସୁଗୁଡା: ବେଳପାହାଡ଼ ର ଏକ ହୋଟେଲ ରେ ପରସାଯାଇଥିବା ମାଂସ ରେ ପିମ୍ଫି ଲାଗିଥିବା ଭିଡିଓ ଭାଇରଲ
Jharsuguda, Jharsuguda | Oct 8, 2025
ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ସ୍ଥିତ ଏକ ହୋଟେଲ ରେ ଅଖାଦ୍ୟ ପରଷାଯାଇଥିବା ଅଭିଯୋଗ ହୋଇଛି। ତେବେ ହୋଟେଲ ରେ ପରସାଯାଇଥିବା ମାଂସ ରେ ପିମ୍ପି ଲାଗିଥିବା ନେଇ ଅଭିଯୋଗ କରାଯାଉଥିବା ଏକ ଭିଡିଓ ଆଜି ଦିନ ବାରଟା ସମୟରୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହୋଟେଲରେ ଗ୍ରାହକ ଖାଦ୍ୟ ଅର୍ଡର କରିଥିବା ବେଳେ ଏଥିରେ ପ୍ରରସାଯାଇଥିବା ଖାଦ୍ୟରେ ପିମ୍ପି ଲାଗିଥିବା ନେଇ ଅଭିଯୋଗ କରାଯାଇଛି। ଏହାକୁ ନେଇ ହୋଟେଲ କତ୍ତୃପକ୍ଷ ଙ୍କୁ ଦାୟୀ କରାଯାଉଥିବା ଭିଡ଼ିଓରେ ଜଣାପଡୁଥିବା ବେଳେ ଏହାକୁ ନେଇ ହୋଟେଲ କତ୍ତୃପକ୍ଷଙ୍କ ତରଫରୁ କୌଣସି ସୂଚନା ମିଳିପାରିନାହିଁ ।