Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପରିଚାଳନା ସମିତିର ମନୋନୀତ ନୁତନ ସଦସ୍ଯ ମହେଶ ସାହୁ l
Puri M, Puri | Aug 30, 2025
ଶଙ୍କରାଚାର୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପରିଚାଳନା ସମିତିର ମନୋନୀତ ନୁତନ ସଦସ୍ଯ ଶ୍ରୀ ମହେଶ ସାହୁ l ଶ୍ରୀମନ୍ଦିର ପରିଚାଳନା ସମିତିର ନୂତନ ସଦସ୍ୟ ରୂପେ ମନୋନୀତ ହେବା ପରେ ପୁରୀ ଗୋବର୍ଦ୍ଧନ ପିଠାଧିଶ୍ୱର ପୂଜ୍ୟପାଦ ଶ୍ରୀ ଶଙ୍କରାଚାର୍ଯ୍ୟ ମହାଭାଗଙ୍କ ଦର୍ଶନ କରିବା ସହିତ ମାର୍ଗଦର୍ଶନ ପ୍ରାପ୍ତ ହେଲେ ପରିଚାଳନା ସମିତିର ନୂତନ ସଦସ୍ୟ ଶ୍ରୀ ମହେଶ ସାହୁ l
Share
Read More News
T & C
Privacy Policy
Contact Us
Your browser does not support JavaScript!