Download Now Banner

This browser does not support the video element.

ପଦ୍ମପୁର: ଆସନ୍ତା କାଳି ପଦ୍ମପୁର ସହରର ବିଭିନ୍ନ ପଡା ରେ ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ

Padmapur, Bargarh (Baragarh) | Sep 3, 2025
ପଦ୍ମପୁର ସହରାଞ୍ଚଳର ଟାଉନ 2 ଫିଡର ଅନ୍ତର୍ଗତ ବରଗଡ ରୋଡ,ଗାଇସିଲେଟ ରୋଡ, ବଡ ପଡା, କପସିଲା, ଝାଙ୍କର ପଡା, ଶାସ୍ତ୍ରୀ ଛକ, fire station, annaourna rice mill, ଓ utkal rice mill ଅଞ୍ଚଳରେ ଆସନ୍ତା କାଳି ଗୁରୁବାର ପଦ୍ମପୁର ଗ୍ରୀଡ଼ ରେ ଜରୁରୀ କାଳୀନ ମରାମତି କାର୍ଯ୍ୟ ଥିବା ଯୋଗୁଁ ସକାଳ 9ଟା ରୁ ଦିନ 1 ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏନେଇ ଆଜି 6ଟା ସମୟରେ ସୂଚନା ଦେଇଛି ପଦ୍ମପୁର ବିଦ୍ୟୁତ ବିଭାଗ
Read More News
T & CPrivacy PolicyContact Us