This browser does not support the video element.
ଦେବଗଡ: ସ୍ଥାନୀୟ ଗଣେଶ ପୂଜା ମଣ୍ଡପ ନିକଟରେ ଅସ୍ଥାୟୀ ପୋଲିସ ଫାଣ୍ଡି ଉଦଘାଟିତ
Debagarh, Debagarh (Deogarh) | Aug 27, 2025
ଦେବଗଡ ଜିଲ୍ଲାର ଗଣପର୍ବ ଭାବେ ପାଳିତ ହୋଇ ଆସୁଥିବା ପ୍ରସିଦ୍ଧ ଗଣେଶ ମେଳା ୭୭ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ଗଣେଶ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ପାଇଁ ଗଣେଶ ପୂଜା ମଣ୍ଡପ ନିକଟରେ ଏକ ଅସ୍ଥାୟୀ ପୋଲିସ ଫାଣ୍ଡି ସ୍ଥାପନ କରାଯାଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ଫିତାକାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ଦେବଗଡ ଏସଡିପିଓ ରମେଶ କୁମାର ମାହାନା, ଆଇଆଇସି ସବ୍ୟସାଚୀ ଶତପଥି, ଗଣେଶ ମେଳା ଆୟୋଜକ କମିଟୀ ସଭାପତି ରାଜକିଶୋର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।