Download Now Banner

This browser does not support the video element.

ବୋଲଗଡ: ବୋଲଗଡ ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ

Bolagad, Khordha | Sep 22, 2025
ଓଡିଶା ପୋଲିସ୍‌ର ଗାଁ-ଗାଁରେ ଲୋକଙ୍କ ସହ ପୋଲିସ୍‌ଙ୍କ ଆତ୍ମୀୟ ସମ୍ପର୍କ ଗଢି ତୋଳିବା ଉଦ୍ୟମ "ଆମ ପୋଲିସ୍" ପ୍ରକଳ୍ପ ଅନ୍ତର୍ଗତ ଏକ ସଂଳାପ ସଭା ଆଜି ବୋଲଗଡ଼ ଥାନା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ପୋଲିସ୍ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଉପ-ବିଭାଗୀୟ ପୁଲିସ ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ବୋଲଗଡ଼ ଥାନା ଅଧିକାରିଣୀ (IIC) ସ୍ନିଧାମୟୀ ବରାଳ ଓ ଅନ୍ୟାନ୍ୟ ପୋଲିସ୍ କର୍ମଚାରୀମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us