Download Now Banner

This browser does not support the video element.

ଫୁଲବାଣୀ ସହର: ବାଲିଗୁଡା ଥାନା ରେ ଏକ ନିଖଜ ଅଭିଯୋଗ ହଇଛି, ଏହି ଅଭିଯୋଗ ଟି ଏକ ବୃଦ୍ଧା ମହିଳା ନାଗି ପ୍ରଧାନ

Phulabani Town, Kandhamal | Aug 23, 2025
ବାଲିଗୁଡା ଥାନା ରେ ଏକ ନିଖଜ ଅଭିଯୋଗ ହଇଛି, ଏହି ଅଭିଯୋଗ ଟି ଏକ ବୃଦ୍ଧା ମହିଳା ନାଗି ପ୍ରଧାନ ଶନିବାର ଅପରାହ୍ନ 4ଘଣ୍ଟିକା ସମୟରେ ଦେଇଛନ୍ତି, ଅଭିଯୋଗ ଅନୁସାରେ ତିଲରି ପଞ୍ଚାୟତ ର ଗଏସବାନ୍ଦା ଗ୍ରାମରେ ମାଳତି ପ୍ରଧାନ ନାମକ ମହିଳା ତିନି ଛୁଆକୁ ତାଙ୍କ ଶାଶୁ ଙ୍କ ପାଖରେ 6/6/2025 ଠାରେ କୁଆଡେ ନିଖଜ ହଇଯାଇଛନ୍ତି, ଯାହାକୁ ନେଇ ବିଭିନ୍ନ ବନ୍ଧୁବାନ୍ଧବ ଙ୍କ ଘରେ ଖଜିବା ପରେ ଆଜି ଏହି ଅଭିଯୋଗ ନାଗି ପ୍ରଧାନ କରିଥିବା ନେଇ ସୁଚନା ମିଳିଛି
Read More News
T & CPrivacy PolicyContact Us