This browser does not support the video element.
ଫୁଲବାଣୀ ସହର: ଫୁଲବାଣି ଠାରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଫୁଲବାଣୀରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
Phulabani Town, Kandhamal | Sep 13, 2025
*ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଫୁଲବାଣୀରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ* ଓଡ଼ିଶା ରେଡ଼କ୍ରସ୍ ରାଜ୍ୟ ଶାଖାର ଯୁବ ରେଡକ୍ରସ୍ ଆନୁକୁଲ୍ୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ଆଜି ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଫୁଲବାଣୀରେ ଅଧ୍ୟକ୍ଷ ଡ଼. ସୁବାସ ଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟ ର ଯୁବ ରେଡ଼କ୍ରସ୍ ଶାଖା ପକ୍ଷରୁ ଏହି ଦିବସ ଅବସରରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା।ସ୍ଥାନୀୟ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ର କମ୍ୟୁନିଟି ମେଡିସିନ୍ ବିଭାଗ ର ସହକାରୀ ପ୍ରଫେସର୍ ଡ଼ଃ ମଞ୍ଜୀତ ମହାନ୍ତି ମୁଖ୍ୟ ବକ୍ତା ଭାବେ ଏ